ହିଲଟପ ମହାବିଦ୍ୟାଳୟ ରେ ବାର୍ଷିକ କ୍ରିଡା ୨୦୧୯ ଉଦ୍‌ଯାପିତ

ମୋହନା (ଅଂଶୁମାନ ପଣ୍ଡା ) ଗଜପତି ଜିଲ୍ଲା ସ୍ଥାନୀୟ ହିଲ ଟପ ମହାବିଦ୍ୟାଳୟ ରେ ୨ ଦିନ ହେଲା ଚାଲି ଥିବା କ୍ରିଡା ଉତ୍ସବ ଆଜି ଉଦ୍‌ଯାପିତ ହୋଇଯାଇଛି । ଏଥିରେ ମୁଖ୍ୟଅତିଥି ଭାବେ ବରିଷ୍ଠ ଶିକ୍ଷାବିତି ମାର୍ଶଲନାୟକ ମୁଖ୍ୟବକ୍ତା ମଧୁସୁଦନ ପାଢୀ , ସମ୍ମାନୀତ ଅତିଥିଭାବେ ବିଦ୍ୟାଳୟର ଭଗବାନ ବିଷୋୟୀ +୨ର ଆଧ୍ୟପକ ସିମାଞ୍ଚଳ ସାହୁ ପିଟି ଆଧ୍ୟ୍ୟପକ ମୀନକେତନ ମିଶ୍ର ଏସ ରମେଶ ଅର୍ନ୍ତର୍ଯ୍ୟାମି ଗୌଡ଼ ଉପସ୍ଥିତ ରହି ମୋହନା ବୁଢୀ ଠାକୁରାଣୀ ମନ୍ଦିର ନିକଟରୁ ଏକ ଯାତ୍ରାରେ ବାହାରି ବିଦ୍ୟାଳୟ ରେ ପହଞ୍ଚିଥିଲେ । ବିଭିନ୍ନ ପ୍ରକାର ଖେଳକୁଦରେ ଛାତ୍ରଛାତ୍ରୀ ମାନେ ଅଂଶଗ୍ରହଣ କରିଥିଲେ । ଏଥି ମଧ୍ୟରୁ କୃତି ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ କରା ଯାଇଥିଲା କାର୍ଯ୍ୟକ୍ରମକୁ ଶିକ୍ଷକ ଓ ଶିକ୍ଷୟତ୍ରୀ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ