ହେବନି ଛାତ୍ର ସଂସଦ ନିର୍ବଚନ
ଭୁବନେଶ୍ୱର , (ଯୁଗାବ୍ଦ ନ୍ୟୁଜ) ଚଳିତ ବର୍ଷ ସମସ୍ତ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟରେ ହେବନାହିଁ ଛାତ୍ର ସଂସଦ ନିର୍ବାଚନ । ଏହା ବଦଳରେ ହେବ ସିଲେକ୍ସନ । ଆଉ ଯେଉଁଠି ନିର୍ବାଚନପାଇଁ ଆବଶ୍ୟକ ହେବ ସେଠାରେ ମନୋନୟନ କରାଯିବ ବୋଲି କହିଛନ୍ତି ଉଚ୍ଚ ଶିକ୍ଷା ସଚିବ ଶାଶ୍ୱତ ମିଶ୍ର । ସୁଚନାଯୋଗ୍ୟ, ଗତବର୍ଷ ସାମୁଦ୍ରିକ ଝଡ ପାଇଁ ସାରା ରାଜ୍ୟରେ ନିର୍ବାଚନ ବାତିଲ କରିଦିଆଯାଇଥିଲା ।