ହୋମ୍‌ କ୍ବାରେଣ୍ଟାଇନ୍‌ରେ ଗଜପତି ମହାରାଜା

ଭୁବନେଶ୍ବର : ହୋମ କ୍ବାରେଣ୍ଟାଇନ୍‌ରେ ରହିଛନ୍ତି ଗଜପତି ମହାରାଜ ଦିବ୍ୟସିଂହ ଦେବ । ବିଦେଶରୁ ଫେରି କ୍ବାରେଣ୍ଟାଇନ୍‌ରେ ରହିଲେ ଗଜପତି ମହାରାଜା । ସପରିବାର ସହ ନିଜ ଭୁବନେଶ୍ବର ଘରେ ହୋମ କ୍ବାରେଣ୍ଟାଇନ୍‌ରେ ରହିଲେ ଗଜପତି ମହାରାଜ । ଆମେରିକା ଗସ୍ତ ସାରି ଗଜପତି ମହାରାଜା ସପରିବାର ସହ ୧୫ରେ ଓଡ଼ିଶାକୁ ଫେରିଥିଲେ । ଆଜି ସରକାରଙ୍କ ଅନଲାଇନ୍‌ରେ ରେଜିଷ୍ଟ୍ରେସନ କରିଥିଲେ ଗଜପତି। ରେଜିଷ୍ଟ୍ରେସନ କରି ନିଜ ଘରେ ହୋମ୍‌ କ୍ବାରେଣ୍ଟାଇନ୍‌ରେ ରହିଛନ୍ତି ଗଜପତି ମହାରାଜା । ଭୁବନେଶ୍ବର ଘରେ ୧୪ ଦିନ ଯାଏଁ ହୋମ କ୍ବାରେଣ୍ଟାଇନ୍‌ରେ ରହିବେ ଗଜପତି । ଗଜପତିଙ୍କ କାର୍ଯ୍ୟାଳୟ ତରଫରୁ ଏହି ସୂଚନା ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ