ୟୁଥ ଫର ସେବା ସଂଗଠନ ତରଫରୁ ଶୀତ ବସ୍ତ୍ର ବଣ୍ଟନ

ଚୌଦ୍ୱାର,(ଦୀପକ୍ କୁମାର ବେଉରା): ତା ୦୬/୧୨/୨୦ ରିଖ (ରବିବାର) ଦିନ ଜଗତପୂର୍ ଖଇରା ପୋଲ ନିକଟସ୍ଥ ମହାନଦୀ ନଗର ବସ୍ତି ଠାରେ ଚୌଦ୍ଵାର ର ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ୟୁଥ ଫର ସେବା ଚୌଦ୍ଵାର କଟକ ତରଫରୁ ପୋଷାକ ବିତରଣ କାର୍ଯ୍ୟକ୍ରମ କରାଯାଇଥିଲା । ଶୀତ ଦିନ କୁ ଆଖି ଆଗରେ ରଖି ସଭାପତି ଶାରଦା ରଞ୍ଜନ ପରିଜା ଙ୍କ ନେତୃତ୍ୱରେ ସମ୍ପାଦକ ସଞ୍ଜୟ ବେହେରା, ଅନିରୁଦ୍ଧ ମହାନ୍ତି,ନିହାର ରଞ୍ଜନ ଦାସ, ବନମାଳୀ ସାହୁ, ପ୍ରଭାତ ଭୂୟାଁ, ଉମାଚରଣ ସାହୁ, ଉମାଶଙ୍କର ସାସମଲ୍ , ଅବିନାଶ ମହାନ୍ତି, ରଞ୍ଜିତ ଦାସ,କେଦାର ମହାନ୍ତି, ପ୍ରମୋଦ ନାୟକ, ବିଶ୍ୱଜିତ୍ ଜେନା, ଚନ୍ଦନ ନାୟକ, କେ ସାଇ କୁମାର, ପ୍ରବୀଣ ପ୍ରଧାନ, ରୁଦ୍ର ରଞ୍ଜନ ଦାସ ପ୍ରଭୃତି ସଦସ୍ୟ ଏହି ମହତ୍ କାର୍ଯ୍ୟ ରେ ଯୋଗଦାନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ