ୟୁନିଟ୍‌-୯ ଫ୍ଲଟରେମହାପ୍ରଭୁଙ୍କ୨୭ତମ ବାହୁଡ଼ା ଯାତ୍ରା

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ୟୁନିଟ୍‌-୯ ଫ୍ଲାଟରେମହାପ୍ରଭୁଙ୍କ ୨୭ ବାହୁଡ଼ା ଯାତ୍ରା ଅନୁଷ୍ଠିତ ହୋଇଯାଇଛି ।ସୁନାଭାଇ ଙ୍କ ନେତୃତ୍ୱରେ  ଅନୁଷ୍ଠିତ ଏହିବାହୁଡ଼ା ଯାତ୍ରା କାର୍ଯ୍ୟକ୍ରମ କୁ ସଂଗ୍ରାମଜେନା ଓ ସମାଜସେବୀ ବିବେକାନନ୍ଦ ବାରିକ ପରିଚାଳନାକରିଥିଲେ ।ଭୁବନେଶ୍ୱର ୟୁନିଟ୍‌-୯ ଫ୍ଲାଟ ସମେତ ଭୁବନେଶ୍ୱରର ବହୁ ଜନସାଧାରଣ ଉପସ୍ଥିତର ହି ମହାପ୍ରଭୁ ଙ୍କ ବାହୁଡ଼ା ଯାତ୍ରାକୁ ଉପଭୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ