ୟୁରିଅ। ସାରର କଳାବଜାର : ସରକାରୀ ଦର ୨୭୦, ବିକ୍ରି ହେଉଛି ୪୭୦

ବ୍ରହ୍ମପୁର, (ଓ୍ବାଇଏନ୍ଏସ୍) : ଗଞ୍ଜାମ ଚାଷୀଙ୍କ ପାଇଁ ବିଭିନ୍ନ ସମୟରେ ପ୍ରାକୃତିକ ବିପଯର୍‌ୟୟ ଲାଗି ରହି ବିଭିନ୍ନ ଦୁର୍ଦ୍ଦଶାର ସମ୍ମୁଖୀନ ହେ ।ଇ ଚାଲିଥିବା ବେଳେ ସମ୍ପ୍ରତି କରେ ।ନା ଯେ ।ଗୁଁ ଗଞ୍ଜାମର ୫୦ ହଜାର ପଞ୍ଜିକୃତ ଚାଷୀ ମଣ୍ଡି ଖେ ।ଲିନଥିବାରୁ ଦଲାଲଙ୍କ ଜରିଅ ।ରେ ପ୍ରାୟ ୨୦ କେ ।ଟି ଟଙ୍କାର ଧାନ ବିକ୍ରି କରିବାକୁ ବାଧ୍ୟ ହେ ।ଇଛନ୍ତି । ଅପରପକ୍ଷରେ କରେ ।ନାରେ ଲକଡାଉନ ଓ ସଟଡାଉନ ଯେ ।ଗୁଁ ଚାଷୀମାନେ ପନିପରିବା ବିକ୍ରି ହେ ।ଇନପାରିବାରୁ ବହୁ ପରିମାଣର କ୍ଷତି ସହିଥିଲେ । ଚଳିତ ଖରିଫ ଫସଲ ପାଇଁ ଗଞ୍ଜାମ ଜିଲାରେ ପ୍ରାୟ ୯୦ ହଜାର ଟନ୍ ପିଡ଼ିଅ । ସାର ବ୍ୟବହୃତ ହୁଏ । ଚଳିତ ବର୍ଷ ତାର ଅଧା ସାର ମଧ୍ୟ ଅ ।ସିନାହିଁ । ସେଥିରୁ ମାତ୍ର ୨୫ ଭାଗ ସାର ସେ ।ସାଇଟି ଜରିଅ ।ରେ ବିକ୍ରି ହେଉଥିବା ବେଳେ ଅ ।ଉ ୭୫ ଭାଗ ସାର ଘରେ ।ଇ ଡିଲର ବେପାରୀଙ୍କ ଦ୍ୱାରା ଚାଷୀଙ୍କୁ ଯେ ।ଗାଇ ଦିଅ ।ଯାଇଥାଏ । ସାରର ଉତ୍କଟ ଅଭାବ ଯେ ।ଗୁଁ ଘରେ ।ଇ ଡିଲର ବ୍ୟବସାୟୀମାନେ ଏହାର ସୁଯେ ।ଗ ନେଇ ୨୭୦ ଟଙ୍କା ସରକାରୀ ନିର୍ଦ୍ଧାରିତ ଦର ଥିବା ବେଳେ ୩୫୦ରୁ ୪୭୦ ଟଙ୍କା ପଯର୍‌ୟନ୍ତ ବିକ୍ରି କରୁଛନ୍ତି । ଚାଷୀମାନେ ନିରୁପାୟ ହେ ।ଇ ଏହା କିଣିବା ପାଇଁ ବାଧ୍ୟ ହେଉଛନ୍ତି ବେ ।ଲି ଚାଷୀ ନେତା ଭାସ୍କର ସାହୁ, ଜଗନ୍ନାଥ ସାହୁ, ନବକିଶେ ।ର ସ୍ୱାଇଁ ଓ ଭାସ୍କର ନାୟକ ପ୍ରମୁଖ ଅଭିଯେ ।ଗ କରିଛନ୍ତି । କରେ ।ନାର ଅ ।ଳ ଦେଖାଇ ପ୍ରଶାସନିକ ଅଧିକାରୀମାନେ ଅଫିସକୁ ଅ ।ସୁନାହାନ୍ତି । ଫଳରେ ଚାଷୀମାନେ ଏ ସମ୍ପର୍କରେ କାହାରିକୁ ମଧ୍ୟ ଅଭିଯେ ।ଗ କରିବାକୁ ସୁଯେ ।ଗ ପାଉନାହାନ୍ତି । ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରାଯିବା ସହିତ ଚାଷୀମାନଙ୍କୁ ସରକାରୀ ଦରରେ ସାର ଯେ ।ଗାଇ ଦେବା ପାଇଁ ଋଷିକୁଲ୍ୟା ରୟତ ମହାସଭାର ଉପଦେଷ୍ଟା ତଥା ବରିଷ୍ଠ ସାମ୍ବାଦିକ ରବି ରଥ, ଋଷିକୁଲ୍ୟା ରୟତ ମହାସଭାର ସଭାପତି ତ୍ରିନାଥ ବିଶ୍ୱାଳ, ସମ୍ପାଦକ ସୀମାଞ୍ଚଳ ନାହାକ ଜିଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କ ଦୃଷ୍ଟି ଅ ।କର୍ଷଣ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ