ୟେଦୁ ଗଢିଲେ ନୂଆ ମନ୍ତ୍ରୀମଣ୍ଡଳ

କରର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବାପରେ ମଙ୍ଗଳବାର ନୂତନ ମନ୍ତ୍ରୀମଣ୍ଡଳ ଗଠନ କରିଛନ୍ତି ୟେଦୁରପ୍ପା । ତାଙ୍କର ଏହି ନୂତନ ମନ୍ତ୍ରୀମଣ୍ଡଳରେ ୧୭ଜଣ ମନ୍ତ୍ରୀଙ୍କୁ ଆଜି ରାଜ୍ୟପାଳ ବିଜୁ ଭାଇ ବାଲା ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ସୁଚନାଯୋଗ୍ୟ , ଗତ ଜୁୁଲାଇ ୨୬ତାରିଖରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିବାବେଳେ ୟେଦୁରପ୍ପା ମନ୍ତ୍ରୀମଣ୍ଡଳ ଗଠନରେ ବିଳମ୍ବ ହେଉଥିବାରୁ ବିରୋଧୀ କଂଗ୍ରେସ ଓ ଜେଡିଏସ ନୂଆ ମୁଖ୍ୟମନ୍ତ୍ରୀଙ୍କୁ ସମାଲୋଚନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ