୧ଟ। ସୁଦ୍ଧ। ୩୪ ପ୍ରତିଶତ ମତଦ।ନ ହୋଇଛି-ମୁଖ୍ୟ ନିର୍ବ।ଚନ ଅଧିକ।ରୀ

ଆଜି ର।ଜ୍ୟରେ ତୃତୀୟ ପର୍ଯ୍ୟ।ୟ ନିର୍ବ।ଚନ ହେଉଛି। ସକ।ଳ ୭ଟ।ରୁ ମତଦ।ନ ଆରମ୍ଭ ହୋଇଛି। ଏହି ପର୍ଯ୍ୟ।ୟରେ ଓଡ଼ିଶ।ର ୬ଟି ଲୋକସଭ। ଓ ଏହ। ଅନ୍ତର୍ଗତ ୪୨ ବିଧ।ନସଭ। ଆସନ ପ।ଇଁ ଭୋଟ୍ ଗ୍ରହଣ ହେଉଛି।ତେବେ ର।ଜ୍ୟରେ ଦିନ ୧ଟ। ସୁଦ୍ଧ। ୩୪ ପ୍ରତିଶତ ମତଦ।ନ ହୋଇଛି। ମୁଖ୍ୟ ନିର୍ବ।ଚନ ଅଧିକ।ରୀଙ୍କ କ।ର୍ଯ୍ୟ।ଳୟ ସୂତ୍ରରୁ ସୂଚନ। ମିଳିଛି। ସେହିପରି ଦିନ ୧୧ଟ। ସୁଦ୍ଧ। ୧୮ ପ୍ରତିଶତ ମତଦ।ନ ହୋଇଥିଲ।। ସକ।ଳ ୯ଟ। ସୁଦ୍ଧ। ୬ ପ୍ରତିଶତ ମତଦ।ନ ହୋଇଥିବ। ମୁଖ୍ୟ ନିର୍ବ।ଚନ ଅଧତ୍କ।ରୀଙ୍କ କ।ର୍ଯ୍ୟ।ଳୟ ସୂତ୍ରରୁ ସୂଚନ। ମିଳିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ