୧ଲକ୍ଷ୨୦ହଜାର ଟଙ୍କା ଦାନ ଦେଲେ ପୂର୍ବତନ ଚମ୍ପୁୁଆ ବିଧାୟକ ଜିତୁ ପଟ୍ଟନାୟକ

ଯୋଡା (ସମିର କୁମାର ଦାସ) : ଚମ୍ପୁଆ ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ତଥା ଯୋଡା ଅଂଚଳର ବିଶିଷ୍ଠ ସମାଜସେବୀ ଜିତୁ ପଟ୍ଟନାୟକ କରୋନା ମୁକାବିଲା ନେଇ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ଫଣ୍ଡକୁ ୧ ଲକ୍ଷ ୨୦ ହଜାର ଟଙ୍କା ଦାନ ଦେଇଛନ୍ତି । ଏଭଳି ଘଡିସନ୍ଧି ମୁହୂର୍ତରେ ସରକାରଙ୍କ ପକ୍ଷରୁ ଜାରି କରାଯାଉଥିବା ପ୍ରତ୍ୟେକ ନିୟମ କୁ ମାନି ଚଳିବା ପାଇଁ ସେ ସାଧାରଣ ଲୋକମାନଙ୍କୁ ନିବେଦନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ