୧୦ ଭାରତୀୟ ଯବାନଙ୍କୁ ଛାଡ଼ିଲା ଚୀନ୍

ନୂଆଦିଲ୍ଲୀ: ପଣବନ୍ଦୀ ଥିବା ୧୦ ଭାରତୀୟ ଯବାନଙ୍କୁ ଚୀନ ସରକାର ମୁକ୍ତ କରିଛନ୍ତି । ସମ୍ପୃକ୍ତ ଭାରତୀୟ ଯବାନଙ୍କୁ ଗୁରୁବାର ସନ୍ଧ୍ୟାରେ ଚୀନ ମୁକ୍ତ କରିଥିବା ସୂଚନା ରହିଛି । ମେଜର ଜେନେରାଲସ୍ତରୀୟ ଆଲୋଚନା ପରେ ଚୀନ ୧୦ ଭାରତୀୟ ଯବାନଙ୍କୁ ମୁକ୍ତ କରିଛି । ଗତ ଜୁନ ୧୫ରେ ଦୁଇ ଦେଶର ଯବାନ ଲଦାଖର ଗଳୱାନ ଉପତ୍ୟକାରେ ମୁହାଁମୁହିଁ ହୋଇଥିଲେ । ଏହି ରକ୍ତାକ୍ତ ସଂଘର୍ଷରେ ୨୦ ଭାରତୀୟ ଯବାନ ସହିଦ ହୋଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ