୧୧ କେଭି ତାର ଲାଗି ଶ୍ରମିକ ମୃତ

କଳାହାଣ୍ଡି : କଳାହାଣ୍ଡି ଜିଲ୍ଳା ଭବାନୀପାଟଣା ସହର ଶମ୍ବୁନଗରରେ ଏକ ନୂତନ କୋଠା ପ୍ରସ୍ତୁତ ଚାଲିଥିବା ବେଳେ ନିକଟରେ ଯାଇଥିବା ୧୧ କେଭି ବିଦ୍ୟୁତ୍ ତାର ସ୍ପଷର୍ଶରେ ଆସି ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ମୃତକ ଶ୍ରମିକ ଜଣଙ୍କ ପରିଚୟ ଭଙ୍ଗାବାରି ଗ୍ରାମର ଗୁଡୁରଣା ବୋଲି ଜଣାପଡିଛି । ପରିବାରର ଏକ ମାତ୍ର ରୋଜଗାରିଆ ପୁଅକୁ ହରାଇ ପରିବାର ଦୁଖରେ ଭାଙ୍ଗିପଡିଛନ୍ତି ।ସରକାରଙ୍କ ତରଫରୁ କୈାଣସ୍‌ି ଆର୍ଥିକ ସହାୟତା ମିଳିଲେ ତାଙ୍କ ପରିବାର ଉପକୃତ ହେବେ ବୋଲି ସ୍ଥାନୀୟ ଲୋକେ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ