୧୨ ଫୁଟର ବିରଳ ଅଜଗର ସାପ ଉଦ୍ଧାର

ବୈାଦ୍ଧ, ( ଯୁଗାବ୍ଦ ନ୍ୟୁଜ୍) : ବୈାଦ୍ଧ ଜିଲ୍ଲା ମନମୁଣ୍ଡା ବାସୁଦେବପାଲି ଗ୍ରାମରୁ ଏକ ୧୨ ଫୁଟର ବିରଳ ଅଜଗର ସାପ ଉଦ୍ଧାର କରାଯାଇଛି । ଖବର ପାଇ ସ୍ନେକ ହେଲପ ଲାଇନ କର୍ମଚାରୀ ଅଜଗରକୁ ଉଦ୍ଧାର କରି ନିକଟସ୍ଥ ଗୁନ୍ଦୁଲିଆ ଜଙ୍ଗଲରେ ଛାଡିଦେଇଥିବା ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ