୧୩୨କେଜି ଗଞ୍ଜେଇ ସହ ଗାଡି ଜବତ, ୪ଗିରଫ

ମୋହନା ( ଅଂଶୁମାନ ପଣ୍ଡା ): ଗଜପତି ଜିଲ୍ଲା ଏସପି ଜୟରାମଶତପଥି ଙ୍କ ନିଦେଶ କ୍ରମେ ପ୍ରତେକ ଦିନ ଭଳି ସମବାର ଦିନ ମୋହନା ଥାନା ଅଧିକାରୀଙ୍କ ସହୋଜଗରେ ଏସଆଇ ଲିଜ଼ା ମଲିକ ଓ ତାଙ୍କ ଟିମ ଗଞ୍ଜାମ ଓ ଗଜପତି ସୀମାନ୍ତରେ ପେଟ୍ରୋଲଙ୍ଗି କରୁଥିବା ବେଳେ ଏକ ଟାଟା କାର ନଂ ଡାବ୍ଲୁବି ୦୬ସି୬୯୭୨କୁ ଅଟକାଇ ଯାଞ୍ଚ କରିବା ବେଳେ ଗାଡି ଡିକିରେ୪ଟି ବସ୍ତା ଥିବା ଦେଖି ଖୁଲି ଥିଲେ l ସେଥିରେ ଗଞ୍ଜେଇ ଥିବାରୁ ମୋହନା ବିଡିଓ ସାର୍ଥକ ସ୍ୱରଭମହାପାତ୍ର ଙ୍କ ଉପସ୍ଥିତ ରେ ଓଜନ କରିବାରୁ ତାହା୧୩୨କେଜି ହୋଇଥିଲା l ଏହା ସହ ଏହି ଗଞ୍ଜେଇ ଚୁରା ଚାଲାଣ ରେ ସମ୍ପୃକ୍ତ୪ଜଣଙ୍କୁ ଗିରଫ କରିଛି ପୋଲିସ ଉକ୍ତ ଗଞ୍ଜେଇ ଆର.ଉଦୟଗିରି ଅଞ୍ଚଳ ରୁ ବିହାର କୁ ଚାଲାଣ ହେଉଥିବା ଥାନା ଅଧିକାରୀ ସୁଜିତ କୁମାର ନାୟକ କହିଛନ୍ତି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ