୧୩ ଜଣିଆ ଡକାୟତ ଗ୍ୟାଙ୍ଗକୁ ଗିରଫ କଲା କଳାହାଣ୍ଡି ପୋଲିସ

କଳାହାଣ୍ଡି, (ଯୁଗାବ୍ଦ ନ୍ୟୁଜ):କଳାହାଣ୍ଡି ପୋଲିସକୁ ବଡ଼ ସଫଳତା। ୧୩ ଜଣିଆ ଡକାୟତି ଗ୍ୟାଙ୍ଗକୁ ଗିରଫ କଲା କଳାହାଣ୍ଡି ପୋଲିସ। ୧୩ ଜଣଙ୍କ ମଧ୍ୟରୁ ୧୦ ଜଣ କଳାହାଣ୍ଡି ଏବଂ ୩ ଜଣ ବଲାଙ୍ଗୀର ଜିଲ୍ଲାର। ଡକାୟତି ଗ୍ୟାଙ୍ଗ ଲୋକଙ୍କୁ କମ୍ ଦରରେ ସୁନା ବିକ୍ରି କରିବା ପାଇଁ କହି ତାଙ୍କୁ ଘଟଣା ସ୍ଥଳରେ ଲୁଣ୍ଠନ କରୁଥିଲେ। ଡକାୟତି ଗ୍ୟାଙ୍ଗ ଠାରୁ ୫,୭୪,୫୦୦ ତାଙ୍କ ନଗଦ, ଅସଲି ଏବଂ ନକଲି ସୁନା, ହନୁମାନ ପଇସା, ପୋଲସ ୟୁନିଫର୍ମ, ୧୪ ମୋବାଇଲ ସହ ମାରଣାସ୍ତ୍ର ଜବତ କରିଛି। ଏବାବଦରେ କଳାହାଣ୍ଡି ଆରକ୍ଷୀ ଅଧିକାରୀ ଅଭିଳାଷ ଜି. ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ