୧୪ ବର୍ଷ ପରେ ଅଯୋଧ୍ୟା ଆତଙ୍କବାଦୀ ଆକ୍ରମଣ ଫଇସଲା ,

୨୦୦୫ ମସିହାରେ ଅଯୋଧ୍ୟରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ଅର୍ଥାତ ୧୪ ବର୍ଷ ପରେ ପ୍ରୟାଗରାଜର ସ୍ୱତନ୍ତ୍ର କୋର୍ଟ ରାୟ ଶୁଣାଇଛନ୍ତି । ଆକ୍ରମଣ ଘଟଣାରେ ୪ ଜଣଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇଥିବା ବେଳେ ଅଭିଯୁକ୍ତ ମହମ୍ମଦ ଅଜିଜଙ୍କୁ ନିର୍ଦୋଶରେ ଖଲାସ କରିଛନ୍ତି । ସ୍ୱତନ୍ତ୍ର ବିଚାରପତି ଏସସ –ଏସଟି ଦିନେଶ , ଦୋଷୀ ମାନଙ୍କୁ ୨୦ ହଜାର ଟଙ୍କା ଲେଖାଏଁ ଜୋରିମାନା କରିଛନ୍ତି । ସୂଚନା ଅନୁଯାୟୀ ୨୦୦୫ ଜୁଲାଇ ୫ ତାରିଖରେ ଜୈନ ମନ୍ଦିରରେ ଆତଙ୍କବାଦୀ ମାନେ ପ୍ରାୟ ଦେଢ ଘଣ୍ଟା ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ଗ୍ରେନେଡ ,ହାତବୋମା , ଓ ଆଖିବୁଜା ଗୁଳିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ