୧୬ ଟି ମୋଟର ସାଇକେଲ ରୁ ୮୦୦୦ ଜରିମାନା ଆଦାୟ

ବେଲଗୁଣ୍ଠା,(ଶିବରାମ ଚୌଧୁରୀ):ସାରା ରାଜ୍ୟ ରେ ଲକଡାଉନ ଚାଲିଥିବା ବେଳେ କିଛି ଅମାନିଆ ସରକାରି ନିର୍ଦେଶ କୁ ନ ମାନି ବାଇକ ଧରି ବେ ଆଇନ ଭାବେ ବୁଲୁ ଥିବା ବେଳେ ବେଲଗୁଣ୍ଠା ଫାଣ୍ଡି ଅଧିକାରୀ ପ୍ରକାଶ କୁମାର ସାହୁ ଆଜି୧୬ ଜଣ ଙ୍କୁ ଅଟକାଇ ୮୦୦୦ ହଜାର ଟଙ୍କା ଜାରିମନା ଆଦାୟ କାରିଥିବା ପ୍ରକାଶ କରିଛନ୍ତି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ