୧୬ ଲିଟର ବିଦେଶୀ ମଦ ସହ ଜଣେ ଗିରଫ ଗାଡ଼ି ଜବତ

ମୋହନା, (ଅଂଶୁମାନ ପଣ୍ଡା):ଗଜପତି ଜିଲ୍ଲା ମୋହନା ଥାନା ପ୍ରତ୍ୟକ ଦିନ ପେଟ୍ରୋଲିଙ୍ଗ ଜାରି ରଖିଛନ୍ତି ।ଏସପି ତପନ କୁମାର ପଟ୍ଟନାୟକଙ୍କ ନିର୍ଦେଶ ରେ କିଛି ଦିନ ହେଲା ଥାନା ଅଧିକାରୀ ସୁଜିତ କୁମାର ନାୟକ ଚୋରା କାରବାର ଗଞ୍ଜେଇ ରୋକିବାରେ ସଫଳ ଥିବା ବେଶେ ଚର୍ଚ୍ଚା ଧରିଛି ଅଞ୍ଚଳରେ ସେପରି ଆଜି ତାଙ୍କରି ନିର୍ଦେଶରେ ଏସଆଇ ସିନ୍ଦୁ ସାରକା ତାଙ୍କ ଟିମ କମଳାପୁର ପଟେ ପେଟ୍ରୋଲିଙ୍ଗ କରୁଥିବା ବେଳେ ଏକ ବାଇକ କୁ ଅଟକାଇ ଯାଞ୍ଚ କରିଥିଲେ ସେଥିରେ ବିଦେଶୀ ମଦ ଥିବା ଦେଖିବାକୁ ମିଳିଛି ଏହା କୁ ଯାଞ୍ଚ ବେଳେ୧୬ ଲିଟର ବୋଲି ଜଣା ପଡ଼ିଛି ଏହା ସହ ଜଣକୁ ଗିରଫ କରାଯାଇଛି ସେ ହେଲେ ସମୀର ପ୍ରଧାନ ବାଇକ ଭି ଜବତ କରାଯାଇଥିବା ଜଣାପଡିଛି ଏହି ମଦ ଗଞ୍ଜାମ ଜିଲ୍ଲାରୁ ଗଜପତି ଜିଲ୍ଲାକୁ ଆସୁଥିବା ଥାନା ଅଧିକାରୀ ସୁଜିତ କୁମାର ନାୟକ କହିଛନ୍ତି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ