୧୮୦୦ ଟଙ୍କାରେ ଦେଶୀ ଶୀତତାପ ନିୟନ୍ତ୍ରଣ ଯନ୍ତ୍ର

ବର୍ତ୍ତମାନ ସମୟରେ କୁନି କୁନି ପିଲାମାନେ ଉତ୍ସାହ ଓ ଉଦ୍ୟମ ବଳରେ ଅନେକ ଅସମ୍ଭବ କାର୍ଯ୍ୟକୁ ସମ୍ଭବ କରି ଦେଖାଇପାରୁଛନ୍ତି । ସେମାନଙ୍କ ଠାରେ ମଧ୍ୟ ବିବିଧ ସୃଜନଶୀଳତା ଭରି ରହିଥିବାର ଦେଖିବାକୁ ମିଳୁଛି । ଏମିତି ଏକ କାର୍ଯ୍ୟକୁ ସମ୍ଭବ କରି ଦେଖାଇଛନ୍ତି ଉତ୍ତର ପ୍ରଦେଶ ଝାନ୍ସୀର ଝିଅ କଲ୍ୟାଣୀ ଶ୍ରୀବାସ୍ତବ । କଲ୍ୟାଣୀ ଶ୍ରୀବାସ୍ତବ ମାତ୍ର ୧୮୦୦ ଟଙ୍କା ଅର୍ଥରାଶିରେ ଏୟାର୍ କଣ୍ଡିସନର୍ ଅର୍ଥାତ୍ ଶୀତତାପ ନିୟନ୍ତ୍ରିତ ଯନ୍ତ୍ର ତିଆରି କରିବାରେ ସମର୍ଥ ହୋଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ