୨ଲକ୍ଷ ଟଙ୍କା ଜବତ କଲା ଫ୍ଲାଇଂ ସ୍କ୍ବାଡ

ଲାଞ୍ଜିଗଡର ବିଜେଡି ବିଧାୟକ ପ୍ରାର୍ଥୀ ପ୍ରଦୀପ ଦିଶାରୀଙ୍କ କାରରୁ ୨ଲକ୍ଷ ଟଙ୍କା ଜବତ ହୋଇଛି। ଜୟପାଟଣାରୁ ପ୍ରଦୀପଙ୍କ କାରରୁ ଫ୍ଲାଇଂ ସ୍କ୍ବାଡ ଏହି ଟଙ୍କା ଜବତ କରିଛି। ପ୍ରଦୀପଙ୍କ ସହ ଗାଡିରେ ୪ଜଣ ବ୍ୟକ୍ତି ଥିବାର ସୂଚନା ମିଳିଛି। ପୁଲିସ କାରଟିକୁ ଜବତ କରି ପ୍ରଦୀପଙ୍କୁ ଟଙ୍କା ସମ୍ବନ୍ଧରେ ପଚରାଉଚରା କରୁଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ