୨୦ରେ ଦଣ୍ଡ ଶୁଣାଇବେ କୋର୍ଟ

ନୂଆଦିଲ୍ଲୀ- ଚର୍ଚ୍ଚିତ ଉନାଓ ନାବାଳିକା ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା କୁଲଦୀପ ସେଙ୍ଗାରଙ୍କୁ ଆସନ୍ତା ଡିସେମ୍ବର ୨୦ରେ ଦଣ୍ଡ ବିଧାନ କରିବେ ଦିଲ୍ଲୀର ତିସହଜାରୀ କୋର୍ଟ । ବହିଷ୍କୃତ ବିଜେପି ବିଧାୟକ କୁଲଦୀପଙ୍କ ବିରୁଦ୍ଧରେ ଆଇପିସର ଧାରା ୩୭୬ ଏବଂ ପୋସ୍କୋ ଆଇନ ଧାରା ୫ ଓ ୬ ଅଧିନରେ ସେ ଦୋଷୀ ସାବ୍ୟସ୍ତ ହୋଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ