୨୦୧୬ଜଣ ଛାତ୍ରଛାତ୍ରୀ ମାଟ୍ରିକ ସମେଟେଭି ପରୀକ୍ଷା ଦେଲେ

ହାଟଡିହି, (ବିକାଶ ବିଶ୍ୱାଳ) :ସରିଯାଇଛି ମାଟ୍ରିକର ସାମଗ୍ରୀକ ମୁଲ୍ୟାୟନ ପରୀକ୍ଷା ବୋର୍ଡ ପରୀକ୍ଷା ଭଳି ହାଟଡିହି ବ୍ଲକର ୧୩ଟି ପରୀକ୍ଷାକେନ୍ଦ୍ରରେ ଏହି ପରୀକ୍ଷା ଅନୁଷ୍ଠିତ ହୋଇଥିବାବେଳେ ମୋଟ ୨୦୧୬ଜଣ ଛାତ୍ରଛାତ୍ରୀ ଏହି ପରୀକ୍ଷା ଦେଇଥିବାବେଳେ ୨୨୭ଜଣ ଅନୁପସ୍ଥିତ ରହିଥିଲେ । ହାଟଡିହି ହାଇସ୍କୁଲ ପରୀକ୍ଷାକେନ୍ଦ୍ରରେ ୧୩ଜଣ, ନନ୍ଦିପଦା ହାଟ ବିଦ୍ୟାଳୟ ପରୀକ୍ଷାକେନ୍ଦ୍ରରେ ୧୬୭ଜଣ, ଢ଼େଙ୍କା ହାଇସ୍କୁଲରେ ୧୮୬ଜଣ, ବରାହୀ ହାଇସ୍କୁଲ ବଞ୍ଚୋରେ ୧୭୫ଜଣ, ମୁଗୁପୁର ହାଇସ୍କୁଲରେ ୧୩୮ଜଣ, ବଡରମ୍ପାସ ଜପିଦାସ ହାଇସ୍କୁଲ ପରୀକ୍ଷାକେନ୍ଦ୍ରରେ ୧୫୨ଜଣ, ଆର.ବି ହାଇସ୍କୁଲ ସଡଙ୍ଗରେ ୨୧୨ଜଣ, ଟିଏମ ଏକାଡେମୀ ଡଅଁର କରୀକ୍ଷାକେନ୍ଦ୍ରରେ ୨୨୧ଜଣ, କପିଳେଶ୍ୱର ହାଇସ୍କୁଲ କଳିଗାଁରେ ୧୫୧ଜଣ, ବିପି ହାଇସ୍କୁଲ ବାଙ୍ଗୋରରେ ୧୨୬ଜଣ, ବାଙ୍ଗୋର ଗାର୍ଲସ ହାଇସ୍କୁଲରେ ୯୨ଜଣ, ବାଲିବରେଇ ହାଇସ୍କୁଲରେ ୧୩୬ଜଣ, ବିକେ ହାଇସ୍କୁଲ ସୋସୋ କାନପୁରରେ ୧୨୨ଜଣ ପରୀକ୍ଷା ଦେଇଥିବା ଜଣାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ