୨୪ବର୍ଷ ପରେ କଂଗ୍ରେସର ଅଣଗାନ୍ଧି ହେଲେ ସଭାପତି

ନୂଆଦିଲ୍ଲୀ, (ଓ୍ବାଇଏନ୍ଏସ୍) :ମଲ୍ଲିକାର୍ଜୁନ ଖଡଗେ ହେଲେ କଂଗ୍ରେସ ଅଧ୍ୟକ୍ଷ । ମଲ୍ଲିକାର୍ଜୁନ ଖଡଗେ AICC ର ପରବର୍ତ୍ତୀ ସଭାପତି ନିର୍ବାଚିତ ହୋଇଛନ୍ତି । ୯୩୮୫ ଭୋଟରୁ ଖଡଗେଙ୍କୁ ମିଳିଲା ୭୮୯୭ଖଣ୍ଡ ଭୋଟ୍ । ଶଶି ଥରୁରଙ୍କୁ କେବଳ ୧୦୦୦ ଟି ଭୋଟ୍ ମିଳିଥିବା ସୂଚନା ରହିଛି । ୪୧୬ ଟି ଭୋଟ୍ ନାକଚ ହୋଇଥିବା ଜଣାପଡ଼ିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ