୨୫ ଜିଲ୍ଳାରେ ଅସ୍ୱାଭାବିକ ସ୍ଥିତି , ବିଧାନସଭାରେ ମନ୍ତ୍ରୀ ଉତ୍ତର ରଖିଲେ

ଭୂବନେଶ୍ୱର , ଜିଲ୍ଲାର କୋରାପୁଟ, ନବରଙ୍ଗପୁର ,ଖୋର୍ଦ୍ଧା ,କଟକ ,କଳାହାଣ୍ଡି ଜିଲ୍ଲାରେ ଆବଶ୍ୟକତା ଠାରୁ କମ୍ ବର୍ଷା ହେଉଥିବା ବିଧାନସଭାରେ ବିବୃତି ରଖିଛନ୍ତି ରାଜସ୍ୱ ମନ୍ତ୍ରୀ ସୁଦାମ ମାଣ୍ଡି , । ବ୍ଲକ ସମୀକ୍ଷାରୁ ଜଣାପଡିଛି ଯେ ୩୧୪ବ୍ଲକ ମଧ୍ୟରୁ ୭୯ ବ୍ଲକରେ ବର୍ଷା ସ୍ୱାଭାବିକ ଥିବା ବେଳେ ୨୩୫ ବ୍ଲକରେ ବର୍ଷା ସ୍ୱାଭାବିକ ବର୍ଷା ଠାରୁ କମ୍ ରହିଛି ।ବୋଲି ମନ୍ତ୍ରୀ ବିଧାନସଭାରେ କହିଛନ୍ତି ।ଦିନକୁ ଦିନ ନଦୀ ନାଳ ଶୁଖିବାରେ ଲାଗିଛି ।ବର୍ଷା ପରିମାଣ କମିବାରେ ଲାଗିଛି ।ତେଣୁ ଜଳ ସେଚନ କମିବାରେ ଲାଗିଛି ।ଜଳ ଭଣ୍ଡାରରେ ଜଳ ସେଚନ କରିବା ନିମନ୍ତେ ଜଳ ମଧ୍ୟ ନାହି ଁ । ଜିଲ୍ଲା ଗୁଡିକରେ ବୃଷ୍ଟି ପାତ କମ୍ କାରଣରୁ ଚାଷୀ ମାନେ ଚିନ୍ତାରେ ରହିଛନ୍ତିି । କୃଷି ମାନଙ୍କ ଉନ୍ନତି ପାଇଁ ପ୍ରତିଦିନ ରେଡିଓ ଓ ଟେଲିଭିଜନ ମାଧ୍ୟମରେ ପ୍ରସାରଣ କରାଯାଉଛି ବୋଲି ମନ୍ତ୍ରୀ ବିବୃତିରେ କହିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ