୨୭ରେ ଓଡ଼ିଶା ଅବସରପ୍ରାପ୍ତ ଡ଼ିପ୍ଲୋମା ଇଞ୍ଜିନୟର୍ସ ସଂଘର ସାଧାରଣ ସଭା
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ଓଡ଼ିଶା ଅବସରପ୍ରାପ୍ତ ଡ଼ିପ୍ଲୋମା ଇଞ୍ଜିନ୍ରୟର୍ସ ସଂଘର ସାଧାରଣ ସଭା ଓ ବନ୍ଧୁମିଳନ ଆସନ୍ତା ମାର୍ଚ୍ଚ ୨୭ ତାରିଖ ଉତ୍କଳ ସାମ୍ବାଦିକ ସଂଘଠାରେ ଅନୁଷ୍ଠିତ ହେବ । ସମ୍ମାନିତ ସଭ୍ୟମାନଙ୍କୁ ଡ଼ାକ ଦ୍ୱାରା ନିମନ୍ତ୍ରଣ ପତ୍ର ପଠାଇ ଦିଆଯାଇଛି । ଯଦି କେହି ନିମନ୍ତ୍ରଣ ପତ୍ର ପାଇନାହାଁନ୍ତି, ଏହାକୁ ନିମନ୍ତ୍ରଣ ଭାବି, ସଭାରେ ଯୋଗ ଦେବାକୁ ଇଂ ବିପିନ ବିହାରୀ ନାୟକ ସଭାପତି ଓ ଇଂ ବାମଦେବ ତ୍ରିପାଠୀ ସାଧାରଣ ସମ୍ପାଦକ ଅନୁରୋଧ କରିଛନ୍ତି ।


