୩ତମ ରାଜ୍ୟ ସ୍ତରୀୟ ଯୁବକ ଓ ମହିଳା କବାଡି ପ୍ରତିଯୋଗିତା ଆରମ୍ବ

ବୁଗୁଡ଼ା,(ୱାଏନଏସ): ବୁଗୁଡ଼ା ଠାରେ ଶ୍ରୀକର ଭଞ୍ଜ କ୍ରୀଡ଼ା ଓ ସଂସ୍କୃତି ପରିଷଦ ତରଫରୁ ଆୟୋଜିତ ୩ତମ ରାଜ୍ୟ ସ୍ତରୀୟ ଯୁବକ ଓ ମହିଳା କବାଡି ପ୍ରତିଯୋଗିତା-୨୦୨୪ର ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଉପସ୍ଥିତ ଖେଳାଳିଙ୍କୁ ଉତ୍ସାହିତ କଲେ ଓଡ଼ିଶା ସରକାରଙ୍କ ରାଷ୍ଟ୍ରମନ୍ତ୍ରୀ (ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ଏବଂ (ଏମଏସଏମଇ) ଗୋକୁଳାନନ୍ଦ ମଲ୍ଲିକ । ଆମ କଳା, ସଂସ୍କୃତି ଓ କ୍ରୀଡ଼ା ଜଗତରେ କବାଡ଼ିର ଏକ ସ୍ବତନ୍ତ୍ର ପରିଚୟ ରହିଅଛି। ଆମ ବୁଗୁଡ଼ା ଅଞ୍ଚଳର ଯୁବକ କବାଡି ଖେଳରେ ଜିଲ୍ଲା, ରାଜ୍ୟ ତଥା ଜାତୀୟ ସ୍ତରରେ ପରିଚୟ ସୃଷ୍ଟି କରିବା ଆମ ଅଞ୍ଚଳ ପାଇଁ ଗର୍ବ ଓ ଗୌରବର ବିଷୟ। ସମସ୍ତ ଖେଳାଳିଙ୍କୁ ଆଗାମୀ ଭବିଷ୍ୟତ ପାଇଁ ଶୁଭକାମନା ଜଣାଇଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ