୩ କର୍ମଚାରୀଙ୍କୁ ନିଲମ୍ବିତ କଲେ ବାଲେଶ୍ୱର ଏସପି

ବାଲେଶ୍ୱର- ନାବାଳିକା ଅପହରଣ ଓ ଅଭିଯୁକ୍ତ ଚମ୍ପଟ ମାରିବା ଘଟଣାରେ ବାଲେଶ୍ୱର ଏସପି କର୍ତ୍ତବ୍ୟରେ ଅବହେଳା ପାଇଁ ୩ ପୁଲିସ କର୍ମଚାରୀଙ୍କୁ ନିଲମ୍ବିତ କରିଛନ୍ତି । ନିଲମ୍ବିତ ହୋଇଥିବା ପୁଲିସ କର୍ମଚାରୀମାନ ହେଲେ କମର୍ଦ୍ଦାଥାନା ଏଏସଆଇ ଭକ୍ତହରି ପଟ୍ଟନାୟକ, ହାବିଳଦାର ଅରୁଣ ଧଳ ଓ ମହିଳା କନେଷ୍ଟବଳ ମମତା ପାତ୍ର । ସୂଚନାଥାଉକି ଅଭିଯୁକ୍ତକୁ ଉତ୍ତରପ୍ରଦେଶରୁ ଗିରଫକରି ଆଣବା ବେଳେ ଆଣିବାବେଳେ କୌଶଳ କ୍ରମେ ଫେରାର ହୋଇଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ