୩ ଜର୍ଜଙ୍କ ବିରୋଦ୍ଧରେ ସଂଗୀନ ଅଭିଯୋଗ ,ପଦରୁ ହଟାଇଲେ ମାଦ୍ରାସ ହାଇକୋର୍ଟ

କୋର୍ଟରେ ଜର୍ଜ ମାନେ ସମସ୍ୟାର ସମାଧାନ ସମେତ ଅପରାଧି ମାନଙ୍କୁ ଦଣ୍ଡ ଦେବା ନିମନ୍ତେ ଗୋଟିଏ ମାଧ୍ୟମ ହୋଇଥାନ୍ତି । ଏଥିସହ ଜର୍ଜ ମାନଙ୍କୁ ଦେବତା ବୋଲି ମଧ୍ୟ ବିବେଚନା କରାଯାଏ । କିନ୍ତୁ ୩ ଜର୍ଜଙ୍କ ବିରୋଦ୍ଧରେ ଆସିଛି ଅନିୟମିତତା ଅଭିଯୋଗ । ଏହି ଅନିୟମିତତା ଅଭିଯୋଗ ପରେ ମାଦ୍ରାସ ହାଇକୋର୍ଟ ୩ ଜଣ ଜଜ୍‌ର୍ଙ୍କୁ ଭ୍ରଷ୍ଟାଚାର ନିବାରଣ ଆଇନ ୧୯୮୮ ଅନୁସାରେ ଅପରାଧିକ ମାମଲାରେ ଅଭିଯୋଜନ ପାଇଁ ଅନୁମତି ପ୍ରଦାନ କରିଛନ୍ତି । କୋର୍ଟ ଅନ୍ୟ ଆଠ ଜଣଙ୍କ ସେବା ବିସ୍ତାର ଉପରେ ରହିତାଦେଶ ଲଗାଯାଇଥିବା ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ