୪୨କେଜି ଗଞ୍ଜେଇ ସହ ଅଭିଯୁକ୍ତଙ୍କୁ ପୋଲିସର ଗିରଫ

ମୋହନା, (ଯୁଗାବ୍ଦ ନ୍ୟୁଜ) : ଗଜପତି ଜିଲ୍ଲା ଆର ଉଦୟଗିରି ଥାନା ଅନ୍ତର୍ଗତ କିରାମା – ଡେକାପଲ୍ଲୀ ରାସ୍ତା ରୁ ୪୨କେଜି ଗଞ୍ଜେଇ ସହ ଜଣକୁ ଗିରଫ କରିଛି ଆର ଉଦୟଗିରି ପୋଲିସ । ଗିରଫ ବ୍ୟକ୍ତି ଜଣକ ହେଲେ ଆର ଉଦୟଗିରି ଥାନା ଅନ୍ତର୍ଗତ ଆକଲିମା ଗ୍ରାମର ପତ୍ରୀକ ବୀର। ଗତକାଲି ପୋଲିସ ପେଟ୍ରୋଲିଂ ବେଳେ ଅଭିଯୁକ୍ତ ଗଞ୍ଜେଇ ଚୋରା ଚାଲାଣ ପାଇ ଗାଡି କୁ ଅପେକ୍ଷା କରିଥିବା ସମୟରେ ଧରା ପଡିଥିଲା। ଆଜି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ସୁଚନା ଦେଇଛନ୍ତି ଆର ଉଦୟଗିରି ଏସଡିପିଓ ଅଶୋକ ମହାନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ