୫ଟି ସଚିବ ଭିକେ ପାଣ୍ଡିଆନଙ୍କ କଳାହାଣ୍ଡି ନିର୍ମାଣଧୀନ କୋଭିଡ-୧୯ ହସପିଟାଲ ନିରକ୍ଷଣ
କଳାହାଣ୍ଡି,(ଓ୍ବାଇଏନ୍ଏସ୍) :କରୋନା ଭୁତାଣୂ କୁ ପ୍ରତିହତ କାରିବା ପାଇଁ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ମାନ ନେଉଛନ୍ତି । ରାଜ୍ୟ ସରକାର ଅନେକ ଜିଲ୍ଲାରେ କୋଭିଡ-୧୯ ହସପିଟାଲ କାର୍ଯ୍ୟକାରି କରୁଥିବା ବେଳେ କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଠାରେ ମଧ୍ୟ ପ୍ରସ୍ଥୁତି ଜୋରସୋର ରେ ଚାଲୁଥିବା ବେଳେ ଆଜି ସକାଳେ ୫ଟି ସଚିବ ଭିକେ ପାଣ୍ଡିଆନ ନିର୍ମାଣ କାର୍ଯ୍ୟର ନିରିକ୍ଷଣ ପାଇଁ ଆସିଥିଲେ । ଭବାନୀପାଟଣା ରିଜର୍ଭ ପଡିଆରେ ଏକ ସ୍ୱତନ୍ନ ହେଲିକେପଟର ଯୋଗେ ଆସି ପହଁଞ୍ଚିବା ପରେ ସରକାରୀ ଇଂଜିନିୟରିଂ କଲେଜରେ ନିର୍ମାଣଧୀନ କୋଭିଡ-୧୯ ହସ୍ପିଟାଲ ଯାଇ ବୁଲି ଦେଖିଥିଲେ।