୭୪୬ କେଜି ଗଞ୍ଜାଇ ଭବାନୀପାଟଣା ପୋଲିସ ଜବତ କରିଛି

ଭବାନୀପାଟଣା:ଗତ କାଲି ବିଳମ୍ବିତ ରାତିରେ ଏକ ଟ୍ରକ ଯୋଗେ ରାୟଗଡା ମୁନିଗୁଡା ଠାରୁ ବିହାର ପାଟଣା କୁ ଗଞ୍ଜାଇ ଚାଲାଣ ହେଉଥିବା ଭବାନୀପାଟଣା ପୋଲିସ କୌଣସି ଏକ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ କଲେଜ ଛକ ନିକଟରେ ଟ୍ରକଟିକୁ କାବୁ କରିଥିଲା । ଟ୍ରକ ରେ ଏକ ସିକ୍ରେଟ ଚେମ୍ବର କରି ସେଥିରେ ଗଞ୍ଜାଇ ଭରି ରଖାଯାଇଥିବା ବେଳେ ଏହାର ଓଜନ ୭୪୬ କେଜି ଓଜନ ଥିବା ଏସଡିପିଓ ସୂଚନା ଦେଇଛନ୍ତି । ଟ୍ରକ ରେ ଡ୍ରାଇଭର ସମେତ ଜଣେ ହେଲପର କୁ ଗିରଫ କରି ଆଜି ମାଜିଷ୍ଟ୍ରେଟ ଙ୍କ ସମ୍ମୁଖରେ ଉପସ୍ଥିତ କାରିଥିଲେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ