୭୫ତମ ସ୍ୱାଧୀନତା ଦିବସ : ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ସମାଧି ପୀଠ ମରାମତି ଓ ସଫେଇ କାର୍ଯ୍ୟକ୍ରମ

କଟକ (ୱାଇଏନ୍‌ଏସ୍‌): ଓଡିଶା ପ୍ରଦେଶର ମୁଖ୍ୟ ନାୟକ ଉତ୍କଳ ଗୌରବ ମଧୁବାବୁଙ୍କ ସମାଧି ବିଗତ ଦିନ ହେବ ଅବହେଳା ଅବସ୍ତାରେ ଥିଲା, ଗ୍ରୁପ ମେମ୍ବରଙ୍କ ତରଫରୁ ରଙ୍ଗ ସହ ଛାତ ମରାମତି,ବୁଦା ଜଙ୍ଗଲ ସଫା କରାଯାଇଛି ।ଏହି କାର୍ଯ୍ୟକ୍ରମରେ ଗ୍ରୁପର ମୁଖ୍ୟ ଉପଦେଷ୍ଟା ଶ୍ରୀଯୁକ୍ତ କୁନା ତ୍ରିପାଠୀ, ମଙ୍ଗଳାବାଗ ଆଇ ଆଇ ସି ଅମିତାଭ ମହାପାତ୍ର,ବିଶ୍ୱରଂଜନ ଷଡ଼ଙ୍ଗୀ,ରାକେଶ ବେହେରା,ବିରେନ ,ଡାକୁଆ,ଲୁହଜିତ ମହାନ୍ତି,ଦୀପକ ମହାରଣା ଉପସ୍ଥିତ ରହି କାର୍ଯ୍ୟ ସମ୍ପାଦନା କରିଥିଲେ । ସଭାପତି ମନୋଜ ପଣ୍ଡା ଭବିଷ୍ୟତରେ ସମାଧିପୀଠକୁ ଏହି ଭଳି ରକ୍ଷଣା ବେକ୍ଷଣା କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ