୭ ବାଇକ ୧ କାର ଜବତ
ମୋହନା,(ଅଂଶୁମାନ ପଣ୍ଡା):ଗଜପତି ଜିଲ୍ଲା ମୋହନା ପୋଲିସ୍ ଆଜି କିଛି ଅମାନ୍ୟ ଆସାଧୁ ବ୍ୟକ୍ତି ଲୋକଡାଉନକୁ ଅଣଦେଖା କରି ବାଇକ ଧରି ବଜାର ରେ ବୁଲିବା ଓ କିଛି କାମ ନଥାଇ ବୁଲୁଥିବା ବେଳେ ମୋହନା ଥାନା ଅଧିକାରୀ ସୁଜିତ କୁମାର ନାୟକ ଓ ତାଙ୍କ ଟିମି ପେଟରଲିଙ୍ଗୀ ସମୟରେ ଏଇ ଅସାଧୁ ବ୍ୟକ୍ତି ମାନଙ୍କୁ ଧରି ଗାଡି ଗୁଡ଼ିକ ଥାନା ରେ ରଖା ଯାଇଛି ଏମାନଙ୍କୁ ଠାରୁ ଫାଇନି କାଟି ନୋଟିସ ଦେଇ ଛଡା ଯିବ ଅନ୍ୟ କୌଣସି ଦିନ ଏମାନେ ପୁଣି ଆଇନ୍ କୁ ନ ମାନି ପୁଣି ଗାଡ଼ି ଚଳାଇବେ ସେମାନଙ୍କୁ ଗିରଫ କରାଯିବ ବୋଲି ଥାନା ପକ୍ଷ୍ୟରୁ ଜଣା ପଡ଼ିଛି ପ୍ରକାଶ ଥାଉକି ସବୁ ରାଜ୍ୟରେ ଲୋକେ ଭୟରେ ଘରେ ରହୁଥିବା ବେଳେ କିଛି ଅସାଧୁ ବ୍ୟକ୍ତି କୁ ଅଣଦେଖା କରି ବୁଲୁଛନ୍ତି ମୋହନା ବ୍ଲକ ରେ ସେମାନଙ୍କୁ ଧରି ମାଡ଼ ମାରିବା କଥା ବୋଲି ବୁଦ୍ଧି ଯିବି କହିଛନ୍ତି