୮ ଶିଶୁ ଶ୍ରମିକ ଉଦ୍ଧାର

ଗାଙ୍ଗପୁର ,( ଯୁଗାବ୍ଦ ନ୍ୟୁଜ୍) : ବେଲଗୁଣ୍ଠା ପୋଲସ ବନ୍ଧୁତ୍ୱ ଦିବସ ଅବସରରେ ବିଭିନ୍ନ ସ୍ଥାନ ତଥା ହୋଟେଲ ,ଗେରେଜ ଆଦି ସ୍ଥାନରେ ଚଢାଉ କରି  ୮  ଜଣ ଶିଶୁ ଶ୍ରମିକକୁ ଉଦ୍ଧାର କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା ଜଣାପଡିଛି । ପ୍ରଥମେ  ଫାଣ୍ଡରେ ସମସ୍ତ ଶ୍ରମିକଙ୍କୁ ଅଟକ  ରଖିବା ସହ ପରିବାର ଲୋକଙ୍କୁ ଡକାଇ  ଶିଶୁ ଶ୍ରମିକ ବଦଳରେ ପିଲାମାନଙ୍କୁ ବିଦ୍ୟାଳୟରେ ପାଠ ପଢାଇ ଶିକ୍ଷିତ କରିବା ପାଇଁ ଫାଣ୍ଡି ଅଧିକାରୀ ପ୍ରକାଶ ସାହୁ ପରାମର୍ଶ ଦେବା ସହ ସରକାରଙ୍କ ବିଭିନ୍ନ ଜନକଲ୍ୟାଣ ଯୋଜନା ବିସୟରେ ଅବଗତ କରାଇଥିଲେ । ପୋଲିସର ଏହି ଭଲ କାର୍ଯକଳାପ ଯୋଗୁଁ  ବୁଦ୍ଧି ଜୀବି  ମହଲରେ ପୋଲିସକୁ ପ୍ରଂଶସା କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ