ୱାରେଣ୍ଟ ବଳରେ ଦୁଇ ଗିରଫ

ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ବେଲଗୁଣ୍ଠା ଥାନା ପୋଲିସ ଦୁଇ ଜଣଙ୍କୁ ପୁରୁଣା ୱାରେଣ୍ଟ ବଳରେ ଗିରଫ କରିଥିବା ସୂଚନା ମିଳିଛି ।ଗିରଫ ଦୁଇ ଜଣ ହେଲେ ବେଲଗୁଣ୍ଠା ଥାନା ଅର୍ନ୍ତଗତ କଉରଉଳଆଇ ଗ୍ରାମର ଗନ୍ଧର୍ବ ସ୍ୱାଇଁ ଏବଂ ଧୁମୁଛାଇ ଗ୍ରାମର ସୁଜିତ୍ ତାରିଣୀ ।ଗନ୍ଧର୍ବଙ୍କୁ ନାମରେ ଜିଆର୍ ୩୧୪/୦୬ ମାମଲାରେ ଗିରଫ କରିଥିବା ବେଳେ ସୁଜିତ୍ କୁ ୨ଏସିସି ୨/୧୭ ମାମଲାରେ ଗିରଫ କରିଥିବା ନେଇ ଏସ.ଆଇ ନାରାୟଣ ନାୟକ ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ