ୱାଲର୍ଡ ସ୍ମାଇଲ ଡେ
ବ୍ରହ୍ମପୁର , (କାଜଲ ମହାରଣା) : ହସ ଦୁଇଟି ଶଦ୍ଦ ରେ କହିବାକୁ ଗଲେ ଏଥିରେ ଥାଏ ସ୍ନେହ , ଭଲପାଇବା ଏମିତି ଅନେକ କିଛି । ପ୍ରତ୍ୟେକ ମନୁଷ୍ୟ ପାଇଁ ହସ ନିତ୍ୟନ୍ତ ଆବଶ୍ୟକ । ମନୁଷ୍ୟ ନିଜ ଜୀବନ ର ଦୁଃଖ କଷ୍ଟ ଭୁଲି ଖୁସି ରେ ରହିବାକୁ ଚାହେଁ ଏଥିପାଇଁ ଜୀବନରେ ଖୁସି ରହିବା ସହିତ ହସ ମଧ୍ୟ ଜରୁରୀ ହୋଇପଡେ । କିନ୍ତୁ ଜୀବନରେ ଯେତେ କଷ୍ଟ ଆସୁଥିଲେ ମଧ୍ୟ ଆଣ ନିଜେ ହସି ଅନ୍ୟ ମାନଙ୍କୁ ହସାଇବାକୁ ପଡେ । ଏବେ ବୈ÷ଜ୍ଞାନିକ ମାନେ ଗବେଷଣା କରି ଦେଖିଛନ୍ତି ଯେଉଁ ମନୁଷ୍ୟ ଖୁସି ରହିବା ପାଇଁ ହସିଥାଏ ସେମାନଙ୍କୁ ବହୁତ କମ ପରିମାଣରେ ଯେ କୈ÷ାଣସି ରୋଗ ହୋଇଥାଏ । ଖାଲି ଯେ ରୋଗ ହୁଏ ନାହିଁ ଏହା ଦ୍ୱାରା ହୃଦୟ ସ୍ଥିର ରହିଥାଏ । ଆଉ ବେଳେବେଳେ ଡାକ୍ତର ମାନେ ଖୁସି ରହିବା ପାଇଁ ରୋଗୀ ମାନଙ୍କୁ ହସିବ।।ଇଁ ରାମର୍ଶ ଦେଇଥାନ୍ତି । ବେଳେବେଳେ ଏହି ହସ ଟିକିଏ ଆଗକୁ ବଢିବା ପାଇଁ ଶକ୍ତି ଯୋଗାଇଥାଏ । ଖୁସି ରହିଲେ ଆମ ଶରୀର ଉପରେ ସକରାତ୍ମକ ପ୍ରଭାବ ପକାଇଥାଏ ।


