ବଡ କୁମାର ପାଠଗାର ପକ୍ଷରୁ ସାଧାରଣ ତନ୍ତ୍ର ଦିବସ ପାଳିତ

ଗଜପତି,(ଯୁଗାବ୍ଦ ନ୍ୟୁଜ୍‌): ଗଜପତି ଜିଲ୍ଲା ରାୟଗଡା ବ୍ଲକର କଇଁପୁର ଡାଳିମ୍ବ ଦୁଖାନନ୍ଦ ଫକୀର ମୋହନବଡ କୁମାର ପାଠଗାରାପକ୍ଷରୁ ୭୧ ତମ ଜନରାଜ୍ୟ ଦିବସ ପାଳିତ ହୋଇଯାଇଛି । ବଡ କୁମର ପାଠଗାରର ସଭାପତି କୁଞ୍ଜ ବିହାରୀ ବଡ କୁମରଙ୍କ ତତ୍ୱାବଧାନରେ ମୁଖ୍ୟ ଅତିଥିଭାବେ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ନବଘନ ଗୈାଡ,ତ୍ରିରଙ୍ଗା ପତାକା ଉତୋଳନ କରିଥିବା ବେଳେ ଅନ୍ୟତମ ଅତିଥିଭାବେ ବିଦ୍ୟାଳୟ କମିଟି ସଭାପତି ରମାକାନ୍ତ ଦଳାଇ ଶିକ୍ଷକ କୁମ ଭୁୟାଁ ସମେତ ଗ୍ରାମର ବହୁ ବୁଦ୍ଧି ଜୀବି ଓ ଛାତ୍ର ଛାତ୍ରୀ ମାନଙ୍କୁ ସ୍ୱାଧିନତା ଦିବସ ଉପରେ ଆଲୋକପାତ କରିଥିଲେ । ପାଠାଗାରାର ଉପସଭାପତି ଡାଳିମ୍ବ ବଡ କୁମର ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ । ସଂପାଦକ ରାମଶଙ୍କର ପଟ୍ଟନାୟକ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ