ଶ୍ରୀଲଙ୍କାକୁ ବିପଦ ଟଳିନି

ଲମ୍ବୋ ଲଗାତାର ଭାବେ ଶ୍ରୀଲଙ୍କାରେ ଆତତାୟୀ ମାନେ ବଡ ଧରଣର ବିଷ୍ପୋରଣ ଘଟାଉଛନ୍ତି । ରବିବାର ଦିନ ବଡ ଧରଣର ବିଷ୍ପୋରଣ ସତ୍ତେ୍ୱ ପୁଣିଥରେ ଗୁରୁବାର ଦିନ ଆତତାୟୀ ମାନେ ବିଷ୍ପୋରଣ ଘଟାଇଛନ୍ତି । ଏଥିରୁ ପ୍ରମାଣିତ ହେଉଛି ଶ୍ରୀଲଙ୍କାରୁ ବିପଦ ଟଳିନାହିଁ । ଗୁଇନ୍ଦା ରିପୋର୍ଟ ଅନୁସାରେ ଆଗକୁ ଆହୁରି ବିଷ୍ପୋରଣର ଆଶଙ୍କା ରହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ