ଆଞ୍ଚଳିକ ପରିବହନ ଅଧିକାରୀ ଘରେ ଦୁର୍ନୀତି ନିବାରଣ ବିଭାଗର ଚଢ଼ାଉ

ନବରଙ୍ଗପୁର : ଆଞ୍ଚଳିକ ପରିବହନ ବିଭାଗ ଅଧିକାରୀ (ଆରଟିଓ) ଗଣେଶ୍ୱର କହଁରଙ୍କ ନାମରେ ଅସ୍ଥାୟୀ କର୍ମଚାରୀଙ୍କ ଠାରୁ ଲାଞ୍ଚ ନେବା ମାମଲା ନେଇ ଥାନାରେ ଅଭିଯୋଗ ହେବ ପରେ ଶୁକ୍ରବାର ଦୁର୍ନୀତି ନିବାରଣ ବିଭାଗ ତରଫରୁ ୬ଟି ସ୍ଥାନରେ ଏକ କାଳୀନ ଚଢ଼ାଉ କରାଯାଇଛି, ଆଞ୍ଚଳିକ ପରିବହନ କାର୍ଜ୍ୟାଳୟ ସମେତ ଭୁବନେଶ୍ୱର, ପାର୍ଲାଖୁମୁଣ୍ଡି, ରହୁଥିବା ବାସଭବନ ସମେତ 6ସ୍ଥାନରେ ଚଢ଼ାଉ କରାଯାଇଛି , ସବିଶେଷ ବିବରଣୀ ମିଳିନଥିବା ବେଳେ ଆସନ୍ତା କାଲି ସମ୍ପତି ତୀର ବିବରଣୀ ସହ ଅଧିକ ତଥ୍ୟ ମିଳିବ ବୋଲି ସୂଚନା ଦିଆ ଯାଇଛି.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ