ପାକିସ୍ତାନ ସେନାର ୮ ଅଧିକାରୀ କୋରୋନା ଆକ୍ରାନ୍ତ

ଇସଲାମାବାଦ: ପାକିସ୍ତାନ ସେନାବାହିନୀରେ ଏବେ ସଙ୍କଟ ଦେଖାଦେଇଛି। ଡ୍ୟୁଟି କରିବାକୁ ସୈନ୍ୟମାନେ ପଛଘୁଞ୍ଚା ଦେଉଛନ୍ତି। ତେବେ ପାକିସ୍ତାନ ସେନାବାହିନୀରେ ୮ଜଣ ଅଧିକାରୀଙ୍କୁ କୋରୋନା ସଂକ୍ରମଣ ହୋଇଥିବା ଜଣାପଡ଼ିଛି। ଫଳରେ ସଂକ୍ରମଣ ଭୟରେ ସୈନ୍ୟମାନେ ଡ୍ୟୁଟି କରିବାକୁ ଅମଙ୍ଗ ହେଉଛନ୍ତି। ସୂଚନାଯୋଗ୍ୟ, ଏବେ ପାକିସ୍ତାନରେ ୩୦ରୁ ଅଧିକ ଲୋକ କୋରୋନା ଭାଇରସରେ ସଂକ୍ରମିତ ହୋଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ