ବାଇକ ଚୋରୀ, ଅଭିଯୁକ୍ତ ଗିରଫ

ଯୋଡ଼ା : ସହରର ମୋହତା ହସପିଟାଲ ନିକଟରେ ରହୁଥିବା ବିନୟ କୁମାର ଶର୍ମାଙ୍କ ବାଇକ ନଂଓ ଡ଼ି୦୯ଏଲ ୦୨୭୯କୁ ଚୋରୀ କରୁଥିବାବେଳେ ଧରାପଡ଼ିଥିବା ଖବର ହସ୍ତଗତ ହୋଇଛି । ବିନୟ ଶର୍ମାଙ୍କ ଘର ଭିତରୁ ବାଇକ ଚାବି କୌଶଳ କରି ଆଣି ବାହାରେ ଥିବା ତାଙ୍କ ହିରୋ ଗ୍ଲାମର ବାଇକ କୁ କୋଇଡ଼ା ଅଂଚଳର ମିଥିଲେଶ ଜୟସ୍ୱାଲ ନେଇଯାଉଥିବାବେଳେ ବାଇକ ମାଲିକ ତାଙ୍କୁ କାବୁ କରି ପୋଲିସରେ ଜିମା ଦେଇଥିଲେ । ପୋଲିସ କେଶନଠ୫୭/୨୦୨୦ଦଫା ୩୭୯ ଆଇପିସି ରୁଜୁ କରି ଅଭିଯୁକ୍ତ ମିଥିଲେଶ ଜୟସ୍ୱାଲକୁ କୋର୍ଟ ଚାଲାଣ କରିଥିବା ନେଇ ପୋଲିସ ସୂଚନା ଦେଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ