ଭୁବନେଶ୍ବରରୁ ଆଉ ଜଣେ କରୋନା ପଜିଟିଭି

ଭୁବନେଶ୍ବର: ଭୁବନେଶ୍ବରରେ ପୁଣି ଜଣେ କରୋନା ପଜିଟିଭି ଚିହ୍ନଟ। ଆକ୍ରାନ୍ତ ଜଣକ ୟୁନିଟ୍‌ -୪ ମଧୁସୂଦନ ନଗର ଅଞ୍ଚଳର ବୋଲି ଜଣାପଡିଛି।ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି।ଭୁବନେଶ୍ବରରେ ସର୍ବମୋଟ ୩୨ ଜଣ ଆକ୍ରାନ୍ତ ମିଳିଥିବେଳେ। ରାଜ୍ୟରେ ସର୍ବମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୧କୁ ବୃଦ୍ଧି ପାଇଛି। ଭୁବନେଶ୍ବରରେ ସର୍ବାଧିକ କରୋନା ଆକ୍ରାନ୍ତ ବମିଖାଲରୁ ମିଳିଥିବାବେଳେ ସୂର୍ଯ୍ୟନଗର, କପିଳପ୍ରସାଦ, ଶହିନଗରରୁ ମଧ୍ୟ କରୋନା ଆକ୍ରାନ୍ତ ରହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ