ଟ୍ରେନରେ କଟି କର୍ମଚାରୀ ମୃତ

ରାଉରକେଲା : ରାଉରକେଲା ବନ୍ଧମୁଣ୍ଡା ଡିଜେଲ କଲୋନୀ ଫାଟକ ଟ୍ରେନରେ କଟି ଜଣେ କର୍ମଚାରୀ ଙ୍କ ଜୀବନ ହାନି ହୋଇଛି । ମୃତକ ଜଣଙ୍କ ପରିଚୟ ରାଉରକେଲା ବନ୍ଧମୁଣ୍ଡା ଡି ସେକ୍ଟର ବୋଲି ଜଣାପଡିଛି । ମୃତକ ଜଣକ ଜଣେ ଗେଟ ମେନ୍ ଭାବେ କାର୍ଯ୍ୟରତ ଥିଲେ । ଏହା ଆତ୍ମହତ୍ୟା ନା ଏହା ପଛରେ ଅନ୍ୟ କୈାଣସି କାରଣ ରହିଛି ତାହା ଜଣାପଡିନାହିଁ । ବନ୍ଧମୁଣ୍ଡା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ