200ଙ୍କୁ ଫନି ବାତ୍ୟାରୁ ସୁରକ୍ଷାପାଇଁ ଆଶ୍ରୟ

ଜଗନ୍ନାଥପ୍ରସାଦ ଆଞ୍ଚଳିକ ମହାବିଦ୍ୟାଳୟରେ ଜଗନ୍ନାଥପ୍ରସାଦ ପଞ୍ଚାୟତର 200 ଲୋକଙ୍କୁ ବାତ୍ୟାରୁ ସୁରକ୍ଷାପାଇଁ ଆଶ୍ରୟ ଦିଆଯାଇଛି, 200 ଲୋକଙ୍କ ମଧ୍ୟରେ କିଛି ଗର୍ଭବତୀ ସ୍ତ୍ରୀ, ଛୋଟ ଛୁଆ, ବୃଦ୍ଧ ଓ ବୃଦ୍ଧା ଅଛନ୍ତି କିନ୍ତୁ ପ୍ରଶାସନ ତରଫରୁ ସେମାନଙ୍କୁ ଅପରାହ୍ନ 1 ଟା ପର୍ଯ୍ୟନ୍ତ କିଛି ମଧ୍ୟ ଖାଇବା ପିଇବା ବ୍ୟବସ୍ଥା କରାଯାଇନଥିବା ଏବଂ ଗର୍ଭବତୀ ସ୍ତ୍ରୀ ଲୋକ ଓ ଛୋଟ ଛୁଆଙ୍କ ପାଇଁ କୌଣସି ପ୍ରକାର ମେଡିକାଲ ସୁବିଧା ମଧ୍ୟ କରାଯାଇନାହିଁ ବୋଲି ସେମାନେ ଅଭିଯୋଗ କରିଛନ୍ତି, ଅସୁବିଧା ବିଷୟରେ ପ୍ରଶାସନକୁ ଜଣାଇବା ପରେ ପ୍ରଶାସନ ତରଫରୁ କିଛି ବିସ୍କୁଟ ଅପରାହ୍ନରେ ଦିଆଯିବା ସହିତ ରୋଷେଇ କାର୍ଯ୍ୟ ଆରମ୍ଭ କରି ରନ୍ଧା ଖାଦ୍ୟ ପ୍ରସ୍ତୁତ କରାଯାଉଛି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ