ଆସନ୍ତାକାଲି ପ୍ରକାଶ ପାଇବ କଳା ,ବାଣିଜ୍ୟ ପରୀକ୍ଷା ଫଳ

ବହୁ ପ୍ରତିକ୍ଷାର ଅନ୍ତ । ଶେଷରେ ଆସନ୍ତା କାଲି ପ୍ରକାଶ ପାଇବ +୨ କଳା ଓ ବାଣିଜ୍ୟ ଓ ଧନ୍ଦା ମୁଳକ ପରୀକ୍ଷା ଫଳ ,ଏନେଇ ସୂଚନା ଦେଇଛନ୍ତି ଗଣ ଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାସ । ପୂର୍ବରୁ ବିଜ୍ଞାନ ପରୀକ୍ଷା ଫଳ ପ୍ରକାଶ ପାଇସାରିଛି । ସୂଚନା ଅନୁସାରେ ଚଳିତ ବର୍ଷ ମାର୍ଚ୍ଚ ୭ ତାରିଖରେ +୨ ପରୀକ୍ଷା ଆରମ୍ଭ ହୋଇଥିଲା । +୨ କଳାରେ ୨ ଲକ୍ଷ ୩୫ ହଜାର ୧୮୩ ଜଣ ବିଦ୍ୟାର୍ଥୀ ପରୀକ୍ଷା ଦେଇଥିବାବେଳେ ବାଣିଜ୍ୟରେ ୨୬, ୂହଜାର ୨୭୮ ଜଣ ଓ ଧନ୍ଦା ମୁଳକ ଶିକ୍ଷାରେ ୮ ହଜାର ୫୮ ଜଣ ବିଦ୍ୟାର୍ଥୀ ପରୀକ୍ଷା ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ