ଗୁଜୁରାଟରୁ ରାଜ୍ୟସଭା ଯିବେ ଟପ ଡିପ୍ଲୋମାଟ ଏସ. ଜୟଶଙ୍କର

ବିଶିଷ୍ଟ କୁଟନିତିଜ୍ଞ ତଥା ମୋଦୀ ସରକାରଙ୍କ ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ବିଜେପିରେ ବିଦ୍ଧିବଦ୍ଧ ଭାବେ ମିଶିବା ପରେ ତାଙ୍କୁ ଗୁଜୁରାଟ ରାଜ୍୍ୟସଭା ଉପନିରଗ୍ଧ ୠଙ୍କଦ୍ଭମଗ୍ଧସକ୍ଟଦ୍ଭ ଟ୍ଟ
ର୍ବାଚନ ଲାଗି ପାର୍ଥୀ କରାଯାଇଥିବା ବିଜେପି ପକ୍ଷରୁ ସୁଚନା ଦିଆଯାଇଛି । ବୈଦେଶିକ ସେବାରୁ ଅବସର ପରେ ସେ ଦେଶର ନୂତନ ବୈଦେଶିକ ବ୍ୟାପାର ମନ୍ତ୍ରୀ ହୋଇଛନ୍ତି । ସମ୍ବିଧାନର ବିଦ୍ଧି ବ୍ୟବସ୍ଥାନୁସାରେ , ମନ୍ତ୍ରୀ ରହିବା ପଇଁ ଆଶନ୍ତା ୬ମାସ ମଧ୍ୟରେ ତାଙ୍କୁ ସଂସଦର ଗୃହର ସଦସ୍ୟତା ଲାଭ କରିବାକୁ ପଡିବ । ଏସ. ଜୟଶଙ୍କର ଆଲୋଚନାପୁର୍ବକ କଥା ମନାଇବାବେ ସିଦ୍ଧହସ୍ତ । ଦେଶକୁ ବୈଦେଶିକ କ୍ଷତ୍ରେରେ ନୂତନ ଶିଖରରେ ପହଞ୍ଜାଇଥିବା ଏହି କୁଟନିତିଜ୍ଞ ଅନେକ ଦେଶରେ ସୁଚାରୁ ଭାବେ ରଷ୍ଟ୍ରଦୂତ ଭାବରେ ନିଜର ପାରିଦର୍ଶିତା ଦେଖାଇ ସାରିଛନ୍ତି । ୨୦୧୩ରୁ ୨୦୧୫
ପର୍ଯ୍ୟନ୍ତ ସେ ଆମେରିକାରେ ଭାରତର ରଷ୍ଟ୍ରଦୂତ ହୋଇଥିବା ସମୟରେ ଭାରତ ଆମେରିକା ସମ୍ପର୍କରେ ନୂତନ ଅଧ୍ୟୟ ସୃଷ୍ଟି କରିଥିଲେ । ସୁଚନାଯୋଗ୍ୟ, େଏସ. ଜୟଶଙକର ୧୯୭୭ ବ୍ୟାଚର ଆଇଏଫଏସ ଅଫିସର । ତାଙ୍କ ସମୟରେ ଡୋକ୍ଲାମ ବିବାଦ ଓ ବେଜିଂ ସହିତ ସୁସମ୍ପର୍କ ବଃାଇବାରେ ସେ ପ୍ରମୁଖ ଭୁମିକା ବଃାଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ