ବିଶ୍ୱ କପରେ ଶ୍ରୀଲଙ୍କାର ତୃତୀୟ ବିଜୟ

ଶ୍ରୀଲଙ୍କାର ତୃତୀୟ ବିଜୟ ଅଭିଷେକ ଫେର୍ଣ୍ଣାଣ୍ଡୋଙ୍କର ଧୂଆଧାର ଶତକ , ୱେଷ୍ଟଇଣ୍ଡିଜ ଖେଳାଳି ନିକୋଲାସ ପୋରୋନ ଶତକ ବଳରେ ପରାଜୟ ବରଣ କଲା ୱେଷ୍ଟଇଣ୍ଡିଜ୍ ଶ୍ରୀଲଙ୍କା ୩୩୯ ରନର ଟାର୍ଗେଟ ୱେଷ୍ଟଇଣ୍ଡିଜକୁ ଦେଇଥିବା ବେଳେ ସଂମ୍ପୂର୍ଣ୍ଣ ଓଭର ମ୍ୟାଚ୍ ଖେଳି ୩୧୫ ରନ କରି ୯ ୱେକେଟ ହରାଇଥିଲା ୱେଷ୍ଟଇଣ୍ଡିଜ ।ବିଶ୍ୱ କପରେ ଶ୍ରୀଲଙ୍କାର ତୃତୀୟ ବିଜୟ

ବିଶ୍ୱ କପରେ ଶ୍ରୀଲଙ୍କାର ତୃତୀୟ ବିଜୟଶ୍ରୀଲଙ୍କା ୨୩ ରନରେ ବିଜୟ ହାସଲ କରିଛି । ଏହି ମ୍ୟାଚ ଅଫ୍ ଦି ମ୍ୟାଚ୍ ଅଭିଷେକ ଫାର୍ଣ୍ଣୋଣ୍ଡୋ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ