ଆକି ରବିବାର ଆପଣଙ୍କ ଦିନଟି କିପରି କଟିବ ଜାଣନ୍ତୁ ଆଜିର ରାଶି ଫଳରୁ…

ମେଷ –
ଶୁଭ ରଙ୍ଗ – କମଳା ଓ ଗୋଲାପି
ମାନ ସମ୍ମାନ ଧନ ଓ ଆତ୍ମବଳ ଦୃଢ ରହିବ, ଯୋଜନାରେ ସଫଳ ହେବେ ॥
ପବିତ୍ର ତୁଳସି ବୃକ୍ଷ ମୂଳରେ ଜଳ ସହିତ ରକ୍ତଚନ୍ଦନ ମିଶାଇ ଦିଅନ୍ତୁ ॥
ଲାଲରଙ୍ଗ ବ୍ୟବହାର କରନ୍ତୁ ନାହିଁ ॥
ବୃଷ –
ଶୁଭ ରଙ୍ଗ – ଧଳା
ଅଚାନକ ଦୁର୍ଘଟଣା ପ୍ରତି ସତର୍କ ରହିବେ, ଦାମ୍ପତ୍ୟ ମତାନ୍ତର ସହିତ ମାନସିକ ଚିନ୍ତା ସହ ଧନହାନି ॥
ଲାଲରଙ୍ଗ ବ୍ୟବହାର କରିବେ ନାହିଁ
ଶିବ ପଞ୍ଚାକ୍ଷରି “ଓଁ ନମଃ ଶିବାୟ” ଦିନଭରି ସ୍ମରଣ କରନ୍ତୁ ॥
ମିଥିନ –
ଶୁଭରଙ୍ଗ- ଧଳା
ମନମୁତାବକ କାର୍ଯ୍ୟ ସଂପର୍ଣ୍ଣ ହେବ,କର୍ମକ୍ଷେତ୍ର ଓ ପାରିବାରିକ ପରିବେଷ ଭଲ ରହିବ ॥
ଭୋକିଲାକୁ ପେଟପୁରା ଖାଇବାକୁ ଦିଅନ୍ତୁ ॥
ଅଯଥା ଭ୍ରମଣ ପ୍ରତି ସତର୍କ ରୁହନ୍ତୁ
କର୍କଟ –
ଶୁଭ ରଙ୍ଗ – ଧଳା
ଆତ୍ମବଳ ଦୃଢ ରହିବ, କୌଣସି କ୍ଷେତ୍ରରୁ ଅାର୍ଥିକ ସହାୟତା ପ୍ରାପ୍ତ ହେବ ମାତ୍ର ॥
ମାତା ଦୁର୍ଗାଙ୍କର ଉପାସନା କରନ୍ତୁ ॥
କର୍ମକ୍ଷେତ୍ରରେ ସହଜରେ କାହାକୁ ବିଶ୍ବାସ କରିବେ ନହିଁ ॥
ସିଂହ –
ଶୁଭରଙ୍ଗ – ହଳଦିଆ ଓ ମାଟିଆ
ପ୍ରତି କାମରେ ଶୁଭଫଳ ମିଳିବ, ଅଟକିଥିବା କାମ ସହଜରେ ହେବ, ଆତ୍ମବଳ ଅଧିକ ରହିବ ॥
ଗୋଲାପି ବସ୍ତ୍ର ପରିଧାନ କରି ଦୁର୍ଗା ମାଙ୍କର ସ୍ତୁତି ପାଠ କରିବ ॥
କଳାରଙ୍ଗ ବ୍ୟବହାର କରନ୍ତୁ ନାହିଁ
କନ୍ୟା –
ଶୁଭ ରଙ୍ଗ – ହଳଦିଆ
ଦିନର ପ୍ରତ୍ୟେକ ସମୟ ସାଥ ଦେବ ତେଣୁ ସମୟର ଫାଇଦା ଜଉଠାନ୍ତୁ ॥
ଯାନ୍ତ୍ରିକ ଦ୍ରବ୍ୟ ପ୍ରତି ସତର୍କ ରହିବେ
ବିଷ୍ଣୁ ଭଗବାନଙ୍କୁ ସ୍ମରଣ କରି ଦିନ କାଟନ୍ତୁ ॥
ତୁଳା –
ଶୁଭରଙ୍ଗ – ସବୁଜ
ଶୁଭ ସମୟର ସହଯୋଗ ମିଳିବ, ନୂତନ କିଛି ପ୍ରାପ୍ତ ହେବ, ଜନମାନସରେ ସୁସମ୍ପର୍କ ବୃଦ୍ଧି ହେବ ॥
ଗାଡିଚଲାଇବ ବେଳେ ସତର୍କତା ଅବଲମ୍ବନ କରିବେ॥
ମହାମୃତ୍ୟୁଞ୍ଜୟ ଜପ କରି ଦିନଟି ଆରମ୍ଭ କରିବେ ॥
ବିଛା –
ଶୁଭ ରଙ୍ଗ – ଧଳା ଓ ହଳଦିଆ
ଆର୍ଥିକ ସହାୟତା ପ୍ରାପ୍ତି, ଲୋକାଭିମୁଖି ଯୋଜନାରେ ସଫଳତା, ଅର୍ଥବୃଦ୍ଧି ସହିତ ମାନସିକ ଶାନ୍ତି ବୃଦ୍ଧି ॥
ଲୁହା ଦ୍ରବ୍ୟ ବ୍ୟବହାର କରିବେ ନାହିଁ॥
ବଜରଙ୍ଗି ବାଣ ଜପ କରନ୍ତୁ ॥
ଧନୁ –
ଶୁଭରଙ୍ଗ – ଧଳା
କର୍ମକ୍ଷେତ୍ରରେ ଶୁଭଫଳ ପ୍ରାପ୍ତିର ଯୋଗ ରହିଛି, ମନୋବଳ ଦୃଢରହିବ ତେଣୁ ଯେକୌଣସି କାମରେ ମନବଳାଇବେ ସଫଳତା ମିଳିବ ॥
ଭୋକିଲାକୁ ପେଟଭରି ଖାଇବାକୁ ଦିଅନ୍ତୁ ॥
ମାତାରିଣିଙ୍କର ଉପାସନା କରିବେ ॥
ମକର –
ଶୁଭ ରଙ୍ଗ – କମଳା
ସବୁକ୍ଷେତ୍ରରେ ସହଯୋଗ ମିଳିବ, ମନୋବଳ ସୁଦୃଢ ରହିଵ, ଭୂମି ପ୍ରାପ୍ତିର ଯୋଗ ରହିଛି ॥
ସତର୍କତା – ଲାଲ କିମ୍ବା ଖଇରିଆ ରଙ୍ଗ ବ୍ୟବହାର କରିବେ ନାହିଁ ॥
ମା ଲକ୍ଷ୍ମୀଙ୍କୁ ଦର୍ଶନ ଓ ୭ଟି ଧଳାଫୁଲ ଅର୍ପଣ କରନ୍ତୁ ॥
କୁମ୍ଭ –
ଶୁଭ ରଙ୍ଗ – କମଳା
ମାନସମ୍ମାନ ମିଳିବ ମାତ୍ର ଅଯଥା ବାଧାବିଘ୍ନ ଷୃଷ୍ଟି ହେବ ଫଳରେ ହେବା କାମ ବିଗିଡି ଯିବ ॥
ସହଜରେ କାହାକୁ ବିଶ୍ବାସ କରନ୍ତୁ ନାହିଁ ॥
ମହୁ ଖାଇ ଦିନଟି ଆରମ୍ଭ କରିବେ ॥
ମୀନ –
ଶୁଭ ରଙ୍ଗ – ନିଳ, ମୟୁର ରଙ୍ଗ
ଶୁଭଦିନ ରହିଛି ପ୍ରତ୍ୟେକ କ୍ଷେତ୍ରରେ ସମୟ ସାଥ ଦେବ, ମାନସିକ ସ୍ଥିତି ଶାନ୍ତ ରହିବ ॥
କାହାକୁ କିଛି ଦାନ କରନ୍ତୁ ନାହିଁ ॥
କଦଳୀ ଗଛ ମୂଳରେ ହଳଦି ଜଳ ସହିତ ଧୂପ ଦ୍ବିପ ନୈବେଦ୍ୟ ଅର୍ପଣ ॥

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ