ତୈଳ ଦର ବୃଦ୍ଧି ପ୍ରତିବାଦରେ କୋକସରା ବ୍ଲକ କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ

କଳାହାଣ୍ଡି, (ୱାଇଏନ୍‌ଏସ୍‌): ସାରା ଦେଶରେ ତୈଳ ଦର ବୃଦ୍ଧି ପାଇବାରେ ଲାଗିଥିବା ବେଳେ ଆଜି କୋକସରା ବ୍ଲକ କଂଗ୍ରେସ ପକ୍ଷରୁ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ରାଷ୍ଟ୍ରପତି ଙ୍କ ଉଦ୍ଧେଶ୍ୟରେ ଏକ ଦାବିପତ୍ର ଜିଲ୍ଲାପାଳ ଙ୍କ ମାଧ୍ୟମରେ ପ୍ରଦାନ କରିଛନ୍ତି। କରୋନା ମହାମାରୀ ସମୟରେ ସାରାଦେଶରେ ଲୋକଙ୍କ ଜୀବନ ଜୀବିକା ଉପରେ ପ୍ରଭାବ ପଡିଥିବା ବେଳେ ଦିନକୁ ଦିନ ତୈଳ ଦର ବୃଦ୍ଧି ହେଉଥିବାରୁ ଏହାର ପ୍ରତିବାଦ ସମସ୍ତ ଦେଶବାସୀ କରିବା ଦରକାର ବୋଲି ବ୍ଲକ କଂଗ୍ରେସ କମିଟି ଆହ୍ୱାନ ଦେଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ