ସଞ୍ଜୟ ଝା କଂଗ୍ରେସରୁ ନିଲମ୍ବିତ

ମୁମ୍ବାଇ: କଂଗ୍ରେସର ପୂର୍ବତନ ମୁଖପାତ୍ର ସଞ୍ଜୟ ଝା ନିଲମ୍ବିତ ହୋଇଛନ୍ତି । ଦଳୀୟ ଶୃଙ୍ଖଳା ଭଙ୍ଗ ବିରୋଧରେ ଅଧ୍ୟକ୍ଷା ସୋନିଆ ଗାନ୍ଧି ତାଙ୍କୁ ନିଲମ୍ବନ କରିଛନ୍ତି । ଦଳ ବିରୋଧୀ କାର୍ଯ୍ୟ ପାଇଁ ତାଙ୍କୁ ଦଳରୁ ନିଲମ୍ବନ କରାଯାଇଥିବା ନେଇ କଂଗ୍ରେସ ପକ୍ଷରୁ ସୂଚନା ଦିଆଯାଇଛି। ସଞ୍ଜୟ ସର୍ବଭାରତୀୟ ପେସାଦାର କଂଗ୍ରେସ କମିଟି ମହାରାଷ୍ଟ୍ର ଶାଖା ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ