ବିଶ୍ୱ ଆଦିବାସୀ ପାଳନ କଲେ ନବରଙ୍ଗପୁର ଜନଜାତି

ନବରଙ୍ଗପୁର,(ଯୁଗାବ୍ଦ ନ୍ୟୁ୍ଜ୍) : ନବରଙ୍ଗପୁର ଜନଜାତି ସୁରକ୍ଷା ମଞ୍ଚ ପାଳନ କଲେ ବିଶ୍ନ ଆଦିବାସୀ ଦିବସ । ଆଦିବାସୀ ମାନେ ବିଭିନ୍ନ ଅସ୍ତ୍ର ଶସ୍ତ୍ର ରେ ସୁସଜିତ ହୋଇ ସହର ସାରା ପରିକ୍ରମା କରିଥିଲେ । ପରିକ୍ରମାରେ ଶହ ଶହ ଆଦିବାସୀ ଯୋଗ ଦେଇଥିଲେ । ଆଦିବାସୀ ମାନେ ଅଣଆଦିବାସୀ ମାନେ ସରକାରୀ ନିଯୁକ୍ତ ପାଇଥିବା ଅଫିସରଙ୍କ ବିରୋଦ୍ଧରେ ତଦନ୍ତ କରାଯାଉ ବୋଲି ଜିଲ୍ଲାପାଳଙ୍କ ଜରିଆରେ ଦାବିପତ୍ର ଜଣାଇଛନ୍ତି । ଆଦିବାସୀ ସମ୍ପଦାୟର ଶହ ଶହ ଆଦିବାସୀ ଶୋଭାଯାତ୍ରାରେ ବାହାରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ